ରାଜ୍ୟ

Massive Fire: ଭୟଙ୍କର ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳିଗଲା ବାଇକ ସୋ’ରୁମ୍

ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ବାଇକ ସୋ’ ରୁମ୍ । ଜଳିପୋଡ଼ି ଗଲା ବାଇକ । ବାଲେଶ୍ଵର ସହଦେବ ଖୁଣ୍ଟା ଅଞ୍ଚଳର ଏକ ବାଇକ୍ ସୋ’ ରୁମରେ ନିଆଁ ଲାଗିଛି । ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

Back to top button