-
ସ୍ୱାସ୍ଥ୍ୟ
Avoid Unhealthy Food: ହେଲଦି ଭାବି ଖାଉଛନ୍ତି କି ଏହି ସବୁ ଖାଦ୍ୟ? ହାର୍ଟ ଉପରେ ପଡିପାରେ କୁପ୍ରଭାବ
ଆଜିକାଲି ଲୋକଙ୍କ ଜୀବନଶୈଳୀ ବହୁତ ବ୍ୟସ୍ତ ହୋଇଗଲାଣି । ଏହି କାରଣରୁ ଫାଷ୍ଟଫୁଡ୍ ଖାଇବା ଅଭ୍ୟାସ ବଢ଼ିବାରେ ଲାଗିଛି । ଅନେକ ଲୋକ ସମୟ ଅଭାବରୁ ଯାହା…
Read More » -
ମନୋରଞ୍ଜନ
Honey Singh Emotional Note: ହନି ସିଂଙ୍କ ପରିବାରରେ ଶୋକର ଛାୟା, ଭଣଜାଙ୍କ ମୃତ୍ୟୁରେ ଭାବୁକ ହେଲେ ସିଙ୍ଗର
ବଲିଉଡ୍ର ଲୋକପ୍ରିୟ ରାପର୍ ୟୋ ୟୋ ହନି ସିଂଙ୍କ ପରିବାର ଉପରେ ଦୁଃଖର ଲହରୀ ଖେଳିଯାଇଛି । ପଞ୍ଜାବର ଜଳନ୍ଧରରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ…
Read More » -
କ୍ରୀଡା
Commonwealth Kabaddi Championship: କବାଡ଼ି ଚାମ୍ପିୟନସିପରେ ଭାରତର ଐତିହାସିକ ସଫଳତା, ଜିତିଲେ ସ୍ୱର୍ଣ୍ଣ ପଦକ
କବାଡ଼ିରେ ଭାରତକୁ ଡବଲ୍ ଧମାକା । କମନୱେଲ୍ଥ କବାଡ଼ି ଚାମ୍ପିୟନଶିସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଫାଇନାଲରେ ପୁରୁଷ ଦଳ…
Read More » -
ରାଜ୍ୟ
ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍ ବାକି ରହିଛି ଏବଂ ଆବଶ୍ୟକ ପଡ଼ିଲେ ଆମେରିକା ଅତି କମରେ ୧୦ ମିନିଟ ସମୟ ଲାଗିବ ସେଗୁଡ଼ିକୁ ଧ୍ୱଂସ କରିପାରିବ ବୋଲି ଟ୍ରମ୍ପ କହିଛନ୍ତି । ତାଙ୍କର ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସାମରିକ ଉତ୍ତେଜନା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫ୍ଲୋରିଡାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନର ସାମରିକ କ୍ଷମତା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଯଥେଷ୍ଟ ଦୁର୍ବଳ କରିସାରିଛି । ତଥାପି କିଛି ସ୍ଥାନ ଏବେ ବି ଆମେରିକାର ନଜରରେ ରହିଛି। ବିଶେଷ କରି ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଥିବା ସନ୍ଦେହଜନକ ଭୂଗର୍ଭ କମ୍ପ୍ଲେକ୍ସ ‘ପିକ୍ଆକ୍ସ ମାଉଣ୍ଟେନ୍’କୁ ନେଇ ସେ ଉଲ୍ଲେଖ କରିଛନ୍ତି । ଏହି ସ୍ଥାନକୁ ମଧ୍ୟ ଆମେରିକାକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କ ଚେତାବନୀ ପୂର୍ବରୁ ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇ ମଧ୍ୟ ଆମେରିକା ଓ ଇସ୍ରାଏଲକୁ କଡ଼ା ସନ୍ଦେଶ ଦେଇଛନ୍ତି । ଇରାନ ଉପରେ ପୁଣି କୌଣସି ସାମରିକ ଆକ୍ରମଣ ହେଲେ ତୁରନ୍ତ ଏବଂ ବ୍ୟାପକ ପ୍ରତିଜବାବ ଦେବାକୁ ସେ ଇରାନୀ ସେନାକୁ ନିର୍ଦ୍ଦେଶ ଦେଇଥିବା ଦାବି କରାଯାଇଛି । ଏଥିସହ ଆମେରିକା ଓ ଇସ୍ରାଏଲର ପ୍ରମୁଖ ଟାର୍ଗେଟ୍ଗୁଡ଼ିକୁ ନୂଆ ଟାର୍ଗେଟ୍ ତାଲିକାରେ ସାମିଲ କରିବାକୁ ମଧ୍ୟ କହିଛନ୍ତି । ଇରାନର ସଶସ୍ତ୍ର ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉତ୍ପାଦନ, ସାମରିକ ଗୁପ୍ତଚର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନିଜସ୍ୱ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି । ଫଳରେ ଉଭୟ ଦେଶର ବୟାନବାଜି ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବଢ଼ାଇଛି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନଭେମ୍ବର ୩ରେ ଆମେରିକାର ମଧ୍ୟାବଧି ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହୋଇପାରେ । ତେବେ ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ନୂଆ ଆକ୍ରମଣ ନେଇ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ସୁଯୋଗ ଏବେ ବି ରହିଛି । ଟ୍ରମ୍ପ ମଧ୍ୟ ଇରାନ ସହ ଆଲୋଚନା ଚାଲିଥିବା କହିଛନ୍ତି, ଯଦିଓ ତେହରାନର ବିଶ୍ୱସନୀୟତାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଚେତାବନୀ କେବଳ କୂଟନୈତିକ ଚାପ ସୃଷ୍ଟି ପାଇଁ, ନା ଆଗକୁ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ହେବ, ତାହା ଏବେ ଦେଖିବାକୁ ବାକି ରହିଛି । ଏହା ଉପରେ ପଶ୍ଚିମ ଏସିଆର ଆଗାମୀ ସୁରକ୍ଷା ପରିସ୍ଥିତି ଅନେକାଂଶରେ ନିର୍ଭର କରିବ ।
ବଙ୍ଗୋପସାଗରରେ ବାତ୍ୟା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୁରାସୁ । ଆସନ୍ତାକାଲି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ନେବ…
Read More » -
ଦେଶ ବିଦେଶ
ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, କହିଲେ ୧୦ ମିନିଟରେ ଧ୍ୱଂସ କରିପାରିବ ଆମେରିକା
ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ…
Read More » -
ଜ୍ୟୋତିଷ
Horoscope: ଆଜିର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
Aries (ମେଷ): ଆପଣ କାର୍ଯ୍ୟରେ ସନ୍ତୋଷଜନକ ସଫଳତା ଅନୁଭବ କରିବେ । ଆପଣଙ୍କ ମନରେ ଭିତ୍ତିହୀନ ଯୁକ୍ତି ସୃଷ୍ଟି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମୟସୀମାରେ ସମାପ୍ତ କରିବା…
Read More » -
ଦେଶ ବିଦେଶ
ISRO: ମହାକାଶରେ ଇସ୍ରୋର ଆଉ ଏକ ସଫଳତା, ଆନ୍ଧ୍ରର ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
ମହାକାଶରେ ଇସ୍ରୋର ଆଉ ଏକ ସଫଳତା । ଆନ୍ଧ୍ରର ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ । ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥା…
Read More » -
ସ୍ୱାସ୍ଥ୍ୟ
Rainy Season Diet: ବର୍ଷାଦିନେ ଖାଆନ୍ତୁନି ଏହି ସବୁ ପନିପରିବା, ନଚେତ୍ ଭୋଗିବେ ନାନା ସମସ୍ୟା
ଉଦୁଉଦିଆ ଖରା ଗରମରୁ ବର୍ଷା ମୁକ୍ତି ଦେଇଥାଏ ଏବଂ ସମସ୍ତଙ୍କ ମନ ଆନନ୍ଦ ହୋଇଯାଏ । ଏହି ସବୁଜିମା ପାଗ ଗରମରୁ ମୁକ୍ତି ଦେଇଛି ସତ କିନ୍ତୁ…
Read More » -
ଜ୍ୟୋତିଷ
Tilak Rules: କପାଳରେ ତିଳକ ଲଗାଇବାର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ ନିୟମ
ହିନ୍ଦୁ ଧର୍ମରେ ତିଳକ ଲଗାଇବାର ରହିଛି ବିଶେଷ ମହତ୍ତ୍ୱ। ପୂଜାପାଠ ହେଉ କି ମନ୍ଦିର ଦର୍ଶନ, ଅଥବା କୌଣସି ଶୁଭ କାର୍ଯ୍ୟ, କପାଳରେ ତିଳକ ଲଗାଇବା ଏକ…
Read More » -
ରାଜ୍ୟ
Cyclone ‘Arnab’: ବାତ୍ୟା ‘ଅର୍ଣ୍ଣବ’ ପରେ ବିଦ୍ୟୁତ୍ ସେବା ପୁନରୁଦ୍ଧାର, ୭.୬୨ ଲକ୍ଷ ଉପଭୋକ୍ତାଙ୍କ ଘରେ ଜଳିଲା ଆଲୋକ
ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ବଲାଙ୍ଗୀର, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଥିବା ୮,୩୮,୪୦୫ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୭,୬୨,୦୪୯ ଜଣଙ୍କ ଘରକୁ…
Read More »