-
ଜ୍ୟୋତିଷ
Sorada Flood Update: ବନ୍ୟା ଆଶଙ୍କା ନଥିଲା, ତଥାପି ବୁଡ଼ିଲା ! ସୋରଡ଼ାରେ କାହିଁକି ଏଭଳି ସ୍ଥିତି
ବାତ୍ୟା ଅର୍ଣ୍ଣବ ପରେ ଲଗାଣ ବର୍ଷାରେ ସୋରଡ଼ା ବ୍ଲକର ଅନେକ ଗାଁ ଜଳମଗ୍ନ। ନୂଆଗଡ଼ରେ ବନ୍ୟା ପାଣି, ବିପଦରେ ଗ୍ରାମବାସୀ। ବନ୍ୟା ଆଶଙ୍କା ନଥିବା କୁହାଯାଇଥିବା ବେଳେ…
Read More » -
ମନୋରଞ୍ଜନ
Ramayana: ରାବଣ ହୋଇ ଜଟାୟୁଙ୍କୁ ମାରିଲେ ୟଶ, ପୁଅ କହିଲେ ବାପା ଏମିତି କରିବା ଉଚିତ ନଥିଲା
ବାପାଙ୍କୁ ପରଦାରେ ରାବଣ ଭୂମିକାରେ ଦେଖି ପୁଅର ମନ ହେଲା ଦୁଃଖ। ଜଟାୟୁଙ୍କୁ ହତ୍ୟା କରିବା ଦୃଶ୍ୟକୁ ଆଦୌ ପସନ୍ଦ କଲେନି ୟଶଙ୍କ ପୁଅ। କହିଲେ, ବାପା…
Read More » -
ସ୍ୱାସ୍ଥ୍ୟ
Eye Kajal: ପ୍ରତିଦିନ ଆଖିରେ କାଜଲ ଲଗାଉଛନ୍ତି କି? ହୋଇପାରେ ଏହି ସବୁ କ୍ଷତି
ବର୍ତ୍ତମାନ ସମୟରେ ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ସେଥିରେ କାଜଲର ସ୍ଥାନ ସବୁଠାରୁ ଆଗରେ । କାଜଲ ଲଗାଇଲେ…
Read More » -
ଜ୍ୟୋତିଷ
Horoscope: ଆପଣଙ୍କର କିପରି କାଟିବ ଦିନ, ଜାଣନ୍ତୁ ଆଜିର ରାଶିଫଳ
Aries (ମେଷ): ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅଶାନ୍ତି…
Read More » -
ସ୍ୱାସ୍ଥ୍ୟ
Avoid Unhealthy Food: ହେଲଦି ଭାବି ଖାଉଛନ୍ତି କି ଏହି ସବୁ ଖାଦ୍ୟ? ହାର୍ଟ ଉପରେ ପଡିପାରେ କୁପ୍ରଭାବ
ଆଜିକାଲି ଲୋକଙ୍କ ଜୀବନଶୈଳୀ ବହୁତ ବ୍ୟସ୍ତ ହୋଇଗଲାଣି । ଏହି କାରଣରୁ ଫାଷ୍ଟଫୁଡ୍ ଖାଇବା ଅଭ୍ୟାସ ବଢ଼ିବାରେ ଲାଗିଛି । ଅନେକ ଲୋକ ସମୟ ଅଭାବରୁ ଯାହା…
Read More » -
ମନୋରଞ୍ଜନ
Honey Singh Emotional Note: ହନି ସିଂଙ୍କ ପରିବାରରେ ଶୋକର ଛାୟା, ଭଣଜାଙ୍କ ମୃତ୍ୟୁରେ ଭାବୁକ ହେଲେ ସିଙ୍ଗର
ବଲିଉଡ୍ର ଲୋକପ୍ରିୟ ରାପର୍ ୟୋ ୟୋ ହନି ସିଂଙ୍କ ପରିବାର ଉପରେ ଦୁଃଖର ଲହରୀ ଖେଳିଯାଇଛି । ପଞ୍ଜାବର ଜଳନ୍ଧରରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ…
Read More » -
କ୍ରୀଡା
Commonwealth Kabaddi Championship: କବାଡ଼ି ଚାମ୍ପିୟନସିପରେ ଭାରତର ଐତିହାସିକ ସଫଳତା, ଜିତିଲେ ସ୍ୱର୍ଣ୍ଣ ପଦକ
କବାଡ଼ିରେ ଭାରତକୁ ଡବଲ୍ ଧମାକା । କମନୱେଲ୍ଥ କବାଡ଼ି ଚାମ୍ପିୟନଶିସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଫାଇନାଲରେ ପୁରୁଷ ଦଳ…
Read More » -
ରାଜ୍ୟ
ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍ ବାକି ରହିଛି ଏବଂ ଆବଶ୍ୟକ ପଡ଼ିଲେ ଆମେରିକା ଅତି କମରେ ୧୦ ମିନିଟ ସମୟ ଲାଗିବ ସେଗୁଡ଼ିକୁ ଧ୍ୱଂସ କରିପାରିବ ବୋଲି ଟ୍ରମ୍ପ କହିଛନ୍ତି । ତାଙ୍କର ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସାମରିକ ଉତ୍ତେଜନା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫ୍ଲୋରିଡାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନର ସାମରିକ କ୍ଷମତା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଯଥେଷ୍ଟ ଦୁର୍ବଳ କରିସାରିଛି । ତଥାପି କିଛି ସ୍ଥାନ ଏବେ ବି ଆମେରିକାର ନଜରରେ ରହିଛି। ବିଶେଷ କରି ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଥିବା ସନ୍ଦେହଜନକ ଭୂଗର୍ଭ କମ୍ପ୍ଲେକ୍ସ ‘ପିକ୍ଆକ୍ସ ମାଉଣ୍ଟେନ୍’କୁ ନେଇ ସେ ଉଲ୍ଲେଖ କରିଛନ୍ତି । ଏହି ସ୍ଥାନକୁ ମଧ୍ୟ ଆମେରିକାକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କ ଚେତାବନୀ ପୂର୍ବରୁ ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇ ମଧ୍ୟ ଆମେରିକା ଓ ଇସ୍ରାଏଲକୁ କଡ଼ା ସନ୍ଦେଶ ଦେଇଛନ୍ତି । ଇରାନ ଉପରେ ପୁଣି କୌଣସି ସାମରିକ ଆକ୍ରମଣ ହେଲେ ତୁରନ୍ତ ଏବଂ ବ୍ୟାପକ ପ୍ରତିଜବାବ ଦେବାକୁ ସେ ଇରାନୀ ସେନାକୁ ନିର୍ଦ୍ଦେଶ ଦେଇଥିବା ଦାବି କରାଯାଇଛି । ଏଥିସହ ଆମେରିକା ଓ ଇସ୍ରାଏଲର ପ୍ରମୁଖ ଟାର୍ଗେଟ୍ଗୁଡ଼ିକୁ ନୂଆ ଟାର୍ଗେଟ୍ ତାଲିକାରେ ସାମିଲ କରିବାକୁ ମଧ୍ୟ କହିଛନ୍ତି । ଇରାନର ସଶସ୍ତ୍ର ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉତ୍ପାଦନ, ସାମରିକ ଗୁପ୍ତଚର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନିଜସ୍ୱ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି । ଫଳରେ ଉଭୟ ଦେଶର ବୟାନବାଜି ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବଢ଼ାଇଛି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନଭେମ୍ବର ୩ରେ ଆମେରିକାର ମଧ୍ୟାବଧି ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହୋଇପାରେ । ତେବେ ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ନୂଆ ଆକ୍ରମଣ ନେଇ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ସୁଯୋଗ ଏବେ ବି ରହିଛି । ଟ୍ରମ୍ପ ମଧ୍ୟ ଇରାନ ସହ ଆଲୋଚନା ଚାଲିଥିବା କହିଛନ୍ତି, ଯଦିଓ ତେହରାନର ବିଶ୍ୱସନୀୟତାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଚେତାବନୀ କେବଳ କୂଟନୈତିକ ଚାପ ସୃଷ୍ଟି ପାଇଁ, ନା ଆଗକୁ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ହେବ, ତାହା ଏବେ ଦେଖିବାକୁ ବାକି ରହିଛି । ଏହା ଉପରେ ପଶ୍ଚିମ ଏସିଆର ଆଗାମୀ ସୁରକ୍ଷା ପରିସ୍ଥିତି ଅନେକାଂଶରେ ନିର୍ଭର କରିବ ।
ବଙ୍ଗୋପସାଗରରେ ବାତ୍ୟା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୁରାସୁ । ଆସନ୍ତାକାଲି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ନେବ…
Read More » -
ଦେଶ ବିଦେଶ
ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, କହିଲେ ୧୦ ମିନିଟରେ ଧ୍ୱଂସ କରିପାରିବ ଆମେରିକା
ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ…
Read More » -
ଜ୍ୟୋତିଷ
Horoscope: ଆଜିର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
Aries (ମେଷ): ଆପଣ କାର୍ଯ୍ୟରେ ସନ୍ତୋଷଜନକ ସଫଳତା ଅନୁଭବ କରିବେ । ଆପଣଙ୍କ ମନରେ ଭିତ୍ତିହୀନ ଯୁକ୍ତି ସୃଷ୍ଟି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମୟସୀମାରେ ସମାପ୍ତ କରିବା…
Read More »