ରାଜ୍ୟ

Ganja Seized : ଚିକେନ ରୋଲ ଆଳରେ ରାଜାଧାନୀରେ ଗଞ୍ଜେଇ ରୋଲ୍ ବିକ୍ରି, ଅଭିଯୁକ୍ତ ଗିରଫ

ରାଜାଧାନୀରେ ଗଞ୍ଜେଇ ରୋଲ୍ ବିକ୍ରି ।  ଚିକେନ ରୋଲ ଆଳରେ ବିକ୍ରି ହେଉଥିଲା ଗଞ୍ଜେଇ ରୋଲ ।  ଗଞ୍ଜେଇ କିଣିବାକୁ ଫାଷ୍ଟଫୁଡ ଦୋକାନରେ ଲାଗୁଥିଲା ଭିଡ଼ । ଖଣ୍ଡଗିରି ଛକରେ ଫାଷ୍ଟ ଦୋକାନ କରି ବିକୁଥିଲା ଗଞ୍ଜେଇ ।  ଶେଷରେ ଧରାପଡିଗଲା ନିଶା ବେପାରୀର ନିଶା କାରବାର ।

ଗଞ୍ଜେଇ କାରବାର ଅଭିଯୋଗରେ ଫାଷ୍ଟଫୁଡ ଦୋକାନିକୁ ବାନ୍ଧିଛି ପୋଲିସ ।  ୨୧ କେଜି ଗଞ୍ଜେଇ ସହ ଫାଷ୍ଟଫୁଡ ଦୋକାନିକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ।  ଗିରଫ ଅଭିଯୁକ୍ତ ନା ହରେକୃଷ୍ଣ ବାଡତିଆ ।  ଘର ଗଞ୍ଜାମ ଅଞ୍ଚଳରେ  ।  ଦେଖି କନ୍ଧମାଳ ରୁ ଗଞ୍ଜେଇ ଆଣି ରାଜଧାନୀରେ ଏପରି ନିଆରା ଢଙ୍ଗରେ ବିକ୍ରି କରୁଥିଲା ।  ଏନେଇ ସ୍କୁଟି ଯୋଗୃ ଗଞ୍ଜେଇ ଆଣିବା ବେଳେ ମାଡ଼ି ବସିଥିଲା ମେତ୍ରିବିହାର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

Back to top button