-
ରାଜ୍ୟ
ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ୱଶୁର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇ ବିଂଝାରପୁର ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ ଗାଁର ନିରଞ୍ଜନ ଦାସଙ୍କ ଝିଅ ସହିତ ଭଦ୍ରକ ଅଞ୍ଚଳର ଆନନ୍ଦ ଦାସଙ୍କ ବିବାହ ହୋଇଥିଲା । ପାରିବାରିକ କଳହକୁ ନେଇ ଆନନ୍ଦଙ୍କ ପତ୍ନୀ ଘରୁ ରାଗି ବାପଘରକୁ ଚାଲିଆସିଥିଲେ । ପତ୍ନୀଙ୍କୁ ନେବାକୁ ଶ୍ଵଶୁରଘରକୁ ଆସିଥିଲେ ଆନନ୍ଦ । ସେଠାରେ ମଧ୍ୟ ପତ୍ନୀଙ୍କ ସହ ବଚସା ହୋଇଥିଲା । ଏଥିରେ ଶ୍ୱଶୁର ନିରଞ୍ଜନ ଉତକ୍ଷିପ୍ତ ହୋଇ ଜ୍ବାଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ମାରି ବେକରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରାଯାଇଛି । ସାମାଜିକ ଗଣମାଧ୍ୟମରୁ ଏହି ଦୃଶ୍ୟ ଦେଖିବା ପରେ ଆଇଆଇସି ବିଲ୍ଵମଙ୍ଗଳ ସେଠୀ କଲ୍ୟାଣପୁରରେ ପହଞ୍ଚି ତଦନ୍ତ କରିଥିବା କହିଛନ୍ତି । ମାତ୍ର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସେ ଜଣାଇଛନ୍ତି ।
ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ…
Read More » -
ରାଜ୍ୟ
ଜ୍ବାଇଁକୁ ଜୋତାମାଳ ପିନ୍ଧାଇଲେ ଶ୍ୱଶୁର, ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲେ
ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ…
Read More » -
ରାଜ୍ୟ
Ratna bhandar: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ କାର୍ଯ୍ୟ ଆରମ୍ଭ ହେଲା । ଗତକାଲି ଶ୍ରୀମନ୍ଦିରରେ ସକାଳ…
Read More » -
ରାଜ୍ୟ
Raid on illegal stone quarry: ବେଆଇନ ପଥର ଖାଦାନ ଉପରେ ରେଡ଼, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ
ବେଆଇନ ପଥର ଖାଦାନ ଉପରେ ରେଡ଼ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ସମେତ ଏକ…
Read More » -
ରାଜ୍ୟ
Couple falls: ଦୁଧେଇ ନାଳରେ ବାଇକ ସହ ଖସି ପଡ଼ିଲେ ଦମ୍ପତି, ଦୁର୍ଘଟଣାରେ ସ୍ତ୍ରୀ ମୃତ, ବର୍ତ୍ତିଲେ ବାପ-ପୁଅ
ଯାଜପୁର ଦୁଧେଇ ନାଳରେ ବାଇକ ସହ ଖସି ପଡ଼ିଲେ ଦମ୍ପତି । ଦୁର୍ଘଟଣାରେ ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଲେ ବାପ ଓ ୩ ବର୍ଷର ପୁଅ…
Read More » -
ଜ୍ୟୋତିଷ
Horoscope Today : ଆଜିର ରାଶିଫଳ: ୧୨ ରାଶିର ଭାଗ୍ୟରେ କ’ଣ ରହିଛି, ଜାଣନ୍ତୁ ଆଜିର ଫଳାଫଳ
ମେଷ : ଆଜି ଆପଣଙ୍କୁ ନିଜ ଲୋକଙ୍କୁ ନେଇ ଟିକେ ସତର୍କ ରହିବାକୁ ପଡ଼ିବ । ଯାହାଙ୍କୁ ଆପଣ ଶୁଭଚିନ୍ତକ ବୋଲି ଭାବୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ପଛରେ…
Read More » -
ସ୍ୱାସ୍ଥ୍ୟ
Sleep Problem: ରାତିରେ ନିଦ ହେଉନି କି? ତେବେ ଖାଇବାରେ ସାମିଲ କରନ୍ତୁ ଏହି ଜିନିଷ
ଆଜିକାଲି ଅନେକ ଲୋକ ନିଦ ନହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗଭୀର ନିଦ ନ ଆସିବା କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ…
Read More » -
ରାଜନୀତି
ଏମିତି ଅଚାନକ କାହିଁକି ଚାକିରିରୁ ଇସ୍ତଫା ଦେଲେ ଆଇଏଏସ୍ ଦିବ୍ୟା ମିତ୍ତଲ ?
DIVYA MITTAL : ତେର ବର୍ଷର ଚାକିରିକୁ ଅଲବିଦା କହି ଦେଲେ ଆଇଏଏସ୍ ଦିବ୍ୟା ମିତ୍ତଲ । ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି…
Read More » -
ମନୋରଞ୍ଜନ
ପ୍ରିୟଙ୍କାଙ୍କ ଝିଅ ମାଲତୀ ବାନ୍ଧିଲେ ପରିଣୀତିଙ୍କ ପୁଅ ନୀରଙ୍କୁ ରାକ୍ଷୀ, ଫ୍ୟାନ୍ସଙ୍କ ମନ ଜିତିଛି ଏଇ ଛୋଟିଆ ଝଲକ
ବଲିଉଡରୁ ଆସିଛି ଏକ ଖାସ୍ ଖବର । ରକ୍ଷାବନ୍ଧନ ଅବସରରେ ଭାଇ ଭଉଣୀର ଭଲପାଇବାରେ ଭିଜିଛି ଚୋପ୍ରା ପରିବାର । ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ…
Read More » -
ମନୋରଞ୍ଜନ
Acer Swift Neo AI Laptop: ଭାରତରେ ଏଣ୍ଟ୍ରି କରିବ AI ଲାପଟପ୍, ମିଳିବ ଏହି ଖାସ୍ ଫିଚର୍ସ
AIକୁ ନେଇ ବଢୁଥିବା ଚାହିଦା ପାଇଁ ୟୁଜର୍ସ ଏଭଳି ଡିଭାଇସକୁ ପସନ୍ଦ କରୁଛନ୍ତି । ଯାହା ସ୍ପିଡ୍ ପରଫରମାନ୍ସ ସହିତ ମଲ୍ଟିଟାସ୍କିଂ, କ୍ରିଏଟିଭ୍ କାମ ଏବଂ ଦୈନନ୍ଦିନ…
Read More »